ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ମାଘ ମଣ୍ଡେଇ ଯାତ୍ରା, ଟଣା ଗଲା ମାତା ମାଉଲିଙ୍କ ରଥ
ଦୀର୍ଘ ୭୦ରୁ ଉର୍ଦ୍ଧ୍ବ ସମୟ ହେବ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଏବି ନୁଆଗାଁ ପଞ୍ଚାୟତର ଷଣ୍ଢ ଗାଁ ଠାରେ ବେଶ୍ ଧୁମଧାମରେ ପାଳିତ ହେଉଛି ମାଘ ମଣ୍ଡେଇ ଯାତ୍ରା । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଦୁଇ ଦିନ ଧରି ପାଳିତ ହେଉଛି ଏହି ଯାତ୍ରା । ନିଆରା ଢଙ୍ଗରେ କୋରାପୁଟ ଜିଲ୍ଲା କୋଟପାଡ଼…
