ବନ୍ଧା ହେଲେ ବିଜେଡି କର୍ପୋରେଟର୍ ଅମରେଶ ଜେନା
ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କୁ ଅବଶେଷରେ ଗିରଫ କରିଛି କମିସନରେଟ୍ ପୁଲିସ୍। ତାଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଥିବାର ସୂଚନା ରହିଛି। ଗତକାଲି ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲେ। ଅଭିଯୁକ୍ତମାନେ ବଡ଼ଗଡ଼!-->…
