କୋଟିଆରେ ଲାଗିଲା ଓଡ଼ିଶାର ଫଳକ
କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି କଳହ । କୋଟିଆରେ ନିର୍ବାଚନ ହେବାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଫଳକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କୋଟିଆରେ ଆନ୍ଧ୍ର ଫଳକ ମାରିବା ପୂର୍ବରୁ ଓଡ଼ିଶା ତରଫରୁ ଫଳକ ଲଗାଗଲା। ଆନ୍ଧ୍ର ସହ ବିବାଦରେ!-->…
