ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ନେଇ ବିଜେଡ଼ିକୁ ଟାର୍ଗେଟ କଲା ବିଜେପି
ଭୁବନେଶ୍ୱର: ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ଥିବା ଅଭିଯୋଗ ଆଣିଲେ ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଏହି ଭୁତ ହିତାଧିକାରୀ କିଏ ତାହାର ଜବାବ ରାଜ୍ୟ!-->…
