Odia News Portal
Browsing Tag

swadhikar

୧୪ ବର୍ଷର ଝିଅ ୬ ମାସର ଗର୍ଭବତୀ, ୬ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ

ଚେନ୍ନାଇ: ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ଜଣେ ୧୪ ବର୍ଷରୁ ନାବାଳିକା ୬ ମାସର ଗର୍ଭବତୀ । ୬ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୬ଜଣଙ୍କୁ ଗିରଫ କରିଛି । ତାମିଲନାଡ଼ୁର ପୋଲାଚିରୁ ଆସିଛି ଏଭଳି ଲଜ୍ଜାଜନକ ଖବର ।…

ଶ୍ରୀଲଙ୍କାଠାରୁ ଜିତିବା ପରେ ଖେଳାଳୀଙ୍କୁ ଏମିତି କହି ସମ୍ବୋଧନ କଲେ ଦ୍ରାବିଡ଼, ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ଭାରତ ଗୋଟିଏ ମ୍ୟାଚ ପୂର୍ବରୁ ଜିତିନେଇଛି । ଏକ ରୋମାଞ୍ଚକ ମ୍ୟାଚରେ ଭାରତ ବିଜୟୀ ହେବା ପରେ ଡ୍ରେସିଂ ରୁମରେ ଖେଳାଳୀଙ୍କୁ ସମ୍ବୋଧିତ କରିଛନ୍ତି କୋଚ ରାହୁଲ ଦ୍ରାବିଡ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି…

ବିବାଦର ଅନ୍ୟନାମ କଣ ବିଦ୍ୟା?

ଭୁବନେଶ୍ୱର: ବିବାଦରେ ବିଦ୍ୟା । ଏହି ନାମଟି ସବୁବେଳେ ବିବାଦ ଘେରରେ ରହି ଆସୁଛି । ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ବିବାଦରେ ରହିଥିଲେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ଆଉ ଏବେ ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପତ୍ନୀ ବିଦ୍ୟାଭାରତୀଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠିଛି ।…

୧୬ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର ୧୬ ଜିଲ୍ଲାକୁ ବର୍ଷା ଥିବାବେଳେ ବିଶେଷ କରି ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ପଡ଼ିବା ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର ଓ…

ଓଡ଼ିଶା ମାଟିରେ ପୋଲ ତିଆରି କଲା ଆନ୍ଧ୍ର

ଭୁବନେଶ୍ୱର: ଆନ୍ଧ୍ର ସୀମାନ୍ତ ତଥା ଓଡ଼ିଶାର ସାନଲୁକୁଟି ଗାଁରେ ଆନ୍ଧ୍ର ତିଆରି କରୁଛୀ ଏକ ପୋଲ। ପୋଲ ନିର୍ମାଣସ୍ଥଳ ଓଡ଼ିଶାର ହୋଇଥିବାରୁ ଓଡ଼ିଶା ସରକାରଙ୍କ ବିନା ଅନୁମତିରେ ନିର୍ମାଣ କାମ ନ କରିବାକୁ ଆନ୍ଧ୍ର ଅଧିକାରୀଙ୍କୁ ରୋକଠୋକ୍ ଭାବେ ମନା କରିଛନ୍ତି ରାୟଗଡ଼ା ବିଡିଓ ଏବଂ…

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରି, ଜେରା ସମୟରେ ହତ୍ୟାକୁ ନେଇ ଏମିତି କହିଲା ଜଗନ୍ନାଥ

ଭୁବନେଶ୍ୱର: ରାଜଧାନୀରେ ନିକଟରେ ଘଟିଥିବା ପ୍ରିୟଙ୍କା ହତ୍ୟାକାଣ୍ଡକୁ ଲାଗି ରହିଛି ସସପେନ୍ସ । ଯଦିଓ ଖବରକୁ ନେଇ ଅନେକ ତଥ୍ୟ ମିଳିଥିଲା ତେବେ ଅଭିଯୁକ୍ତ ଜଗନ୍ନାଥର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାକୁ ଜେରା କରାଯାଇନଥିଲା । ସୁସ୍ଥ ହେବା ପରେ ଆଜି ଏୟାରଫିଲ୍ଡ ଥାନାରେ ପୋଲିସ ଜେରା…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଡିଏଫଓ ଏବଂ ମହିଳା ଓଆଇସିଙ୍କୁ କରାଯିବ ଜେରା

ଗଜପତି: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି । ତେବେ ଏହି ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ଜେରା କରାଯିବ ବୋଲି ଆଜି ଗଜପତି ଏସପି…

ବିଦ୍ୟା ଭାରତୀଙ୍କ ଚିଠିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଏସିଏଫ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ହାତଲେଖା ଚିଠିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ…

ସମରେ କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍ରେ କୋଭିଡ୍-୧୯ କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଂଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍ରେ ଗତ…

ଆଜି ଫିଟିପାରେ ପ୍ରିୟଙ୍କା ମର୍ଡର ମିଷ୍ଟ୍ରିର ରହସ୍ୟ

ଭୁବନେଶ୍ୱର : ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶନିନୀଙ୍କ ହତ୍ୟା ଘଟଣାର ଆଜି ଫିଟିପାରେ ଗୁମର । ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ରିମାଣ୍ଡରେ ନେଇ ପଚରା ଉଚରା କରୁଛି ଏୟାରଫିଲ୍ଡ ଥାନା ପୋଲିସ । ଘଟଣା ଘଟିବା ପରଠାରୁ ଜଗନ୍ନାଥ ଗୁରୁତର ଥିବାରୁ ମେଡିକାଲରେ ଚିକିତ୍ସିତ ହେଉଥିଲା । ଆଜି…