ବାହୁଡ଼ା ଯାତ୍ରା ଲାଗି ପ୍ରଶାସନ ପ୍ରସ୍ତୁତ
ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା । ସେନେଇ ଆଜି ନିଳାଦ୍ରୀ ଭକ୍ତ ନିବାସରେ ସମୀକ୍ଷା ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇସାରିଛି । ସେହି ବୈଠକରେ ବାହୁଡା ଯାତ୍ରା, ସୁନାବେଶ ଓ!-->…
