Odia News Portal
Browsing Tag

swadhikar

ସୌମ୍ୟଙ୍କ ବିରୁଦ୍ଧରେ ସାଘାଂତିକ ଅଭିଯୋଗ ଆଣିଲେ ବିଦ୍ୟାଭାରତୀ

ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଦିନକୁ ଦିନ ଘଟଣାରେ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ଏସିଏଫଓ ସୌମ୍ୟଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ । ବୈବାହିକ ଜୀବନଠାରୁ ଆରମ୍ଭ କରି ବ୍ୟାଚଲର ପାର୍ଟି ପର୍ଯ୍ୟନ୍ତ…

ଚାଷୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା, ମୟୂରଭଞ୍ଜ ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ପାଣି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ…

ଘର ଭିତରୁ ଉଦ୍ଧାର ହେଲା ମା’ ପୁଅଙ୍କ ମୃତଦେହ

ନୟାଗଡ଼: ସନ୍ଦେହ ଘେରରେ ମହିଳା ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ । ଘର ଭିତରୁ ମା’ ପୁଅଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗାଁରେ ଘଟିଛି ଅଭାବନୀୟ ଘଟଣା। ପୁଅକୁ ମାରିବା ପରେ ମାଆ ମିଲିରାଣୀ ସାହୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେପଟେ ଘରେ କେହି ସଦସ୍ୟ…

ରକ୍ତଦାନ କଲେ ବିଜୁ ମହିଳା ଜନତା ଦଳର କର୍ମୀ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାର‌୍ୟ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍-୧୯ ଗାଇଡଲାଇନ୍କୁ ପାଳନ…

ସନ୍ଦେହ ଘେରରେ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରୀ ଗ୍ରାମ ଜଙ୍ଗଲ ନିକଟରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହିଳାଜଣକ ନିକଟ ହାତୀବାରି ଗ୍ରାମର ବାଦଲ ନାଏକଙ୍କ ସ୍ତ୍ରୀ ମାନିନୀ ନାଏକ (୩୪) ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣା…

ତୃତୀୟ ସ୍ତ୍ରୀ ସହ ମିଶି ପ୍ରଥମ ସ୍ତ୍ରୀର ପୁଅକୁ ମାରିଲା ବାପା

ମୟୂରଭଞ୍ଜ: ନୃଂଶସ ବାପାର ଉନ୍ମୁକ୍ତକାଣ୍ଡ । ପୁଅକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଫେରାର ହୋଇଯାଇଛି । ଏହି ଘଟଣାରେ ସାବତ ମାର ମଧ୍ୟ ସମ୍ପୃକ୍ତି ରହିଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନରଣଖୁଣ୍ଟା ଗାଁରେ ଘଟିଛି ଏଭଳି ହତ୍ୟାକଣ୍ଡ । ମୃତକ ହେଲେ ପ୍ରମୋଦ ସିଂ । ଅଭିଯୁକ୍ତ…

ପୃଥୀ ଶ’ଙ୍କୁ ପ୍ରଂଶସା କଲେ ଆକାଶ ଚୋପ୍ରା

କଲମ୍ବୋ: ଭାରତ- ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ପୃଥୀ ଶ’ଙ୍କୁ ପ୍ରଂଶସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଶଙ୍କ ପ୍ରଂଶସା କରିଛନ୍ତି । ବିରେନ୍ଦ୍ର ସେହଙ୍ଗଙ୍କ ସହ ତାଙ୍କୁ ତୁଳନା କରିଥିବା ଦେଖିବାକୁ…

ଜୁଲାଇ ୨୩ରେ ନବୀନ ନିବାସ ଘେରିବ ଡି.ଇଏଲ.ଇଡି. ଛାତ୍ରସଂଘ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ନବୀନ ନିବାସ ଘେରିବା ଲାଗି ଚେତାବନୀ ଦେଇଛି ଡି.ଇଏଲ.ଇଡି. ଛାତ୍ରସଂଘ । ଡି.ଇଏଲ୍‌. ଇଡି. ଶେଷ ବର୍ଷ ପରୀକ୍ଷା ଓ ଫଳ ପ୍ରକାଶନ ଅଗଷ୍ଟ ମାସ ମଧ୍ୟରେ ଶେଷ କରିବା ପାଇଁ ଜୁଲାଇ ୨୧ ସୁଦ୍ଧା ଘୋଷଣା ନ କଲେ ସମଗ୍ର ରାଜ୍ୟର ଡି.ଇଏଲ୍‌. ଇଡି. ଛାତ୍ରଛାତ୍ରୀ ୨୩…

ଅଭିନେତାରୁ ପ୍ରଯୋଜକ ହେଲେ ବିଦ୍ୟୁତ ଜାମୱାଲ

ମୁମ୍ବାଇ: ବଲିଉଡ଼ ଅଭିନେତା ବିଦ୍ୟୁତ ଜାମୱାଲ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି। ନିଜର ପ୍ରଡକ୍ସନ ହାଉସ ଆକ୍ସନ ହୀରୋ ବ୍ୟାନରରେ ପ୍ରଥମ ଚଳଚ୍ଚିତ୍ର ‘ଆଇବି-୭୧’ ନାମକ ଚଳଚ୍ଚିତ୍ରର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଟି-ସିରିଜ ଓ ରିଲାୟନ୍ସ ଏଣ୍ଟରଟେନମେଣ୍ଟ ତାଙ୍କ ପାର୍ଟନର ରହିଛନ୍ତି ।…

ପାପୁଲି କଟା ଦୋଷୀକୁ ୧୦ ବର୍ଷ ଜେଲ

ଭୁବନେଶ୍ୱର: ଭୁବନେଶ୍ୱର: ୨୦୧୩ ବହୁଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଦଣ୍ଡାଦେଶ ଜାରି ହୋଇଛି । ଦୋଷୀ ପର୍ଶୁରାମ ନାଏକକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି ଧର୍ମଗଡ ଏଡିଜେ । ୨୦୧୬ରେ ମାମଲାର ୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ୨ ଦାଦନଙ୍କୁ ଅକଥନୀୟ…