ଆଜିଠୁ ଗଡିବ ମୋ ବସ୍
ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ହେବା ପରେ ଏବେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଗଡିବା ଆରମ୍ଭ ହୋଇଛି ବସ୍, ଟ୍ୟାକ୍ସି । ସେହିଅନୁଯାୟୀ ଦୀର୍ଘ ଦିନ ପରେ ଆଜିଠୁ ଗଡିଛି ମୋ ବସ । ଭୁବନେଶ୍ୱର ଓ କଟକର ବିଭିନ୍ନ ରୁଟ ରେ ମୋ ବସ ଗଡିବା ଆରମ୍ଭ କରିଛି । ଏହି ବସ୍ ସକାଳ ୭ ଟାରୁ!-->…
