Odia News Portal
Browsing Tag

swadhikar

ରଥଯାତ୍ରା ଅବସରରେ ଓଡ଼ିଶାବାସୀ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ରଥଯାତ୍ରା ଜାରି ରହିଛି । ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ କରି ନବୀନ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି…

ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ଜାରି ରହିଛି । ସକାଳ ୧୦ ପୂର୍ବରୁ ମହାପ୍ରଭୁଙ୍କୁ ରଥାରୁଢ଼ କରାଯାଇଛି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀଜିଉମାନଙ୍କୁ ରଥ ଉପରେ ଦର୍ଶନ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ସହିତ ତାଙ୍କର ୭ ଜଣ ଶିଶ୍ୟ ମଧ୍ୟ ଶ୍ରୀଜିମାନଙ୍କୁ ଦର୍ଶନ…

ଜାଣନ୍ତୁ ଶିରିଡ଼ି ସାଇବାବାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ଶିରିଡ଼ି ସଦଗୁରୁ ସାଇ ବାବା ବ୍ରିଟିଶ ଭାରତରେ ରହୁଥିଲେ। ସେ ପ୍ରଥମେ ଉଭୟ ହିନ୍ଦୁ ଏବଂ ମୁସଲମାନ, ବିଶେଷ କରି ହିନ୍ଦୁ ବାଲ ଭଟ୍ଟଙ୍କଠାରୁ ଦୂରେଇ ଯାଇଥିଲେ। ସାଇ ଜଣେ ମୁସଲମାନ ଥିଲେ । ବାଲ ଭଟ ତାଙ୍କୁ କୌଣସି ମନ୍ଦିରରେ ପ୍ରବେଶ କରିବାକୁ ଦେଉ ନଥିଲେ । ରୋହିଲା ନାମକ ଜଣେ…

ପଢ଼ନ୍ତୁ ମହାପ୍ରଭୁଙ୍କ ଛପନଭୋଗରେ କଣ କଣ ରହିଛି ବ୍ୟଞ୍ଜନ

ଭୁବନେଶ୍ୱର: ମହାପ୍ରଭୁଙ୍କ ଛପନଭୋଗରେ ରହିଛି ଅନେକ ବ୍ୟଞ୍ଜନ । ତେବେ ଜାଣନ୍ତୁ ଏହି ସବୁ ବ୍ୟଞ୍ଜନରେ ରହିଛି କଣ ସବୁ । ଛପନଭୋଗରେ ଗଣତି ହୁଏ ଅଟକାଳି, ଅମାଲୁ, ମାଲପୁଆ, ବିଭିନ୍ନ ପ୍ରକାର ଆରିସା(ପାଗ, ସୁଆର, ସାନ, ବଡ଼, ତାଟ), ଏଣ୍ଡୁରି(ନକ୍ଷତ୍ର, ମୁଆଁ), କଦମ୍ବା ଓ କଡ଼ମ୍ବା,କାକରା(ସର,…

ନୂଆ ଆଇଟି ନିୟମ ସମୀକ୍ଷା କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଲାଗି ଦେଲେ ଏଭଳି…

ନୂଆଦିଲ୍ଲୀ: ନିକଟରେ ସଂପ୍ରସାରଣ ହୋଇଛି ମେଦିଙ୍କ ମନ୍ତ୍ରୀ ମଣ୍ଡଳ । ଆଇଟି ଏବଂ ରେଳ ବିଭାଗ ମନ୍ତ୍ରୀ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରେଳ ବିଭାଗର କାର୍ଯ୍ୟଭାର ଗ୍ରହଣ କରୁ କରୁ ସେ ଆକ୍ସନ ମୁଡରେ ରହିଥିବା ବେଳେ ଆଇଟି ବିଭାଗର ସମୀକ୍ଷା ମଧ୍ୟ ଆଜି କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ,…

୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଲକ୍ଷ୍ନୌରେ ୟୁପି ଏଟିଏସକୁ ମିଳିଛି ବଡ଼ ସଫଳତା। ରବିବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍। ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ସଙ୍ଗଠନ ଅଲକାଏଦା ସହ ଜଡ଼ିତ ବୋଲି କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ…

ଘୋଷଯାତ୍ରା ଲାଗି ସ୍ଥିର ହେଲା ନୀତି ନିର୍ଘଣ୍ଟ, ଜାଣନ୍ତୁ କେତେଟାରେ ହେବ ରଥଟଣା

ପୁରୀ: ଆସନ୍ତାକାଲି ରଥଯାତ୍ରା । ଏହାପୂର୍ବରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ତେବେ ନଜର ପକାନ୍ତୁ କଣ ରହିଛି ନୀତି ନିର୍ଘଣ୍ଟ । ରଥଯାତ୍ରା ନୀତି ନିର୍ଘଣ୍ଟ : ଭୋର୍ ୪.୩୦: ମଙ୍ଗଳ ଆଳତୀ ସକାଳ ୫ଟା: ମଇଲମ, ତଡପଲାଗି, ରୋଷହୋମ ସକାଳ ୫.୩୦: ଅବକାଶ ସକାଳ ୫.୪୫: ସୂର୍ଯ୍ୟପୂଜା ସକାଳ ୬ଟା:…

ପ୍ରିୟଙ୍କା ମର୍ଡର ମିଷ୍ଟ୍ରି, ଆସିଲା ୩ମାସର କଲ ଓ ହ୍ୱାଟ୍ସଆପ ଚାଟିଂର ରିପୋର୍ଟ

ଭୁବନେଶ୍ୱର: ରାଜଧାନୀ ଭୀମଟାଙ୍ଗୀରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସୁଛି । ଆଜି ପୋଲିସ ହାତରେ ଲାଗିଛି ଗତ ୩ ମାସର କଲ ରିପୋର୍ଟ ଏବଂ ହ୍ୱାଟ୍ସଆପ ଚାଟିଂ ରିପୋର୍ଟ । ଏଥିରୁ ଜଣା ପଡ଼ିଛି କି, ଉଭୟ ଲଗାତାର ଭାବେ କଥା ହେଉଥିଲେ । ତେବେ ସ୍ୱାମୀ ଅଫିସ ଯିବା…

କର୍ଣ୍ଣାଟକ ରାଜ୍ୟପାଳ ଭାବେ ଶପଥ ନେଲେ ଥାୱରଚାନ୍ଦ ଗେହଲେଟ୍‌

ବାଙ୍ଗାଲୋର: ଭେଟେରାନ୍ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର ଦିନ କର୍ଣ୍ଣାଟକର ୧୯ ତମ ରାଜ୍ୟପାଳ ବାଜୁଭାଇ ରୁଦାଭାଇ ଭାଲାଙ୍କ ଉତ୍ତରାଧିକାରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।୭୩ ବର୍ଷୀୟ ଗେହଲଟ୍ କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ…

ଝିଅର ସୁରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଡ଼ିଆ ଦମ୍ପତି

ନୂଆଦିଲ୍ଲୀ: ଝିଅ କୁସୁମ (ଛଦ୍ମ ନାମ)ର ଜୀବନ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଆ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ସୁଦର୍ସ ମେନନଙ୍କ ଜରିଆରେ ରିଟ୍ ପିଟିସନ୍ ଦାଖଲ କରାଯାଇ ଝିଅ କୁସୁମକୁ କୋର୍ଟଙ୍କ ନିକଟରେ ହାଜର କରାଯିବାକୁ ନେଇ…