ଶିଶୁପାଳଗଡ଼: ଜବରଦଖଲକାରୀଙ୍କୁ ନୋଟିସ୍
ଶିଶୁପାଳଗଡ଼ରେ ଜମି ଜବରଦଖଲ କରିଥିବା ୫୦ ପରିବାରକୁ ଭୁବନେଶ୍ବର ତହସିଲଦାର୍ ନୋଟିସ୍ କରିଛନ୍ତି। ତୁରନ୍ତ ଜବରଦଖଲ ଜମି ଛାଡ଼ିବାକୁ ନୋଟିସ୍ କରାଯାଇଛି। ଅନ୍ୟପକ୍ଷରେ ଜବରଦଖଲକାରୀମାନେ ଏକାମ୍ର ବିଧାୟକଙ୍କ ଦ୍ବାରସ୍ଥ ହୋଇ ସେମାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି। ମାତ୍ର…
