ମେଡିକାଲ ଓ ବୈଷୟିକ ଶିକ୍ଷାରେ SEBCଙ୍କୁ ସଂରକ୍ଷଣ, ବଢିଲା SC ଓ STଙ୍କ କୋଟା
ଦୀର୍ଘ ବର୍ଷର ଦାବି ପରେ ଶେଷରେ ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ବା SEBCଙ୍କୁ ସଂରକ୍ଷଣ । ପ୍ରଥମଥର ପାଇଁ ମେଡିକାଲ, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାରେ SEBCଙ୍କୁ ମିଳିବା ଯାଉଛି ସଂରକ୍ଷଣ । SEBC ପିଲାମାନଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳିବ । ଏହା ସହିତ ଅନୁସୂଚିତ ଜାତି ଓ…
