ହାତ’ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ; କଂଗ୍ରେସକୁ ଫେରିଲେ ସୁନୀତା ବିଶ୍ୱାଳ
ପୁଣି କଂଗ୍ରେସକୁ ଫେରିଲେ ସୁନୀତା । ଗତକାଲି "ଶଙ୍ଖ' ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ "ହାତ' ଧରିଲେ । କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କେଇଘଣ୍ଟା ପୂର୍ବରୁ କଂଗ୍ରେସରେ ସାମିଲ ହୋଇଛନ୍ତି!-->…
