୨୦୨୭ ଅଗଷ୍ଟ ୧୫ରେ ଚାଲିବ ବୁଲେଟ୍ ଟ୍ରେନ
ଭାରତର ପ୍ରଥମ ବୁଲେଟ୍ ଟ୍ରେନ ୨୦୨୭ ଅଗଷ୍ଟ ୧୫ରେ ଚାଲିବା ନେଇ ଆଶା କରାଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁରଟରୁ ବିଲିମୋରା କରିଡର କାର୍ଯ୍ୟକ୍ଷମ ହେବ। ଦ୍ବିତୀୟ ପର୍ଯ୍ୟାୟରେ ବାପିରୁ ସୁରଟ, ତୃତୀୟ ପର୍ଯ୍ୟାୟରେ…
