ସରିଲା ବରଗଡ ଧନୁଯାତ୍ରା, କଂସର ଅତ୍ୟାଚାରରୁ ମୁକ୍ତି ପାଇଲେ ମଥୁରାବାସୀ
କଂସ ବଧ ସହ ସମାପ୍ତ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଭଣଜା କୃଷ୍ଣ ହାତରେ ମାମୁଁ କଂସଙ୍କ ହୋଇଛି ମୃତ୍ୟୁ । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି , ଅତ୍ୟାଚାରକୁ ନେଇ ହୋଇଥିବା ଧନୁଯାତ୍ରା ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ , ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର…
