ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବେ କାର୍ଯ୍ୟଭାର ଆରମ୍ଭ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରୁ ପ୍ରଥମ ସାଂସଦ ଭାବେ ସେ ରେଳ ବିଭାଗରେ ସ୍ଥାନ ପାଇଛନ୍ତି । କାର୍ଯ୍ୟ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି କି, ରେଳ ମନ୍ତ୍ରୀଳୟରେ ମୋଦିଙ୍କ ବଡ଼ ଭୀଜନ ରହିଛି ।!-->…
