Odia News Portal

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ନାରାୟଣ ରାଣେ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳ । ମନ୍ତ୍ରୀମାନେ ଶପଥ ଗ୍ରହଣ କରୁଛନ୍ତି । ତେବେ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ନାରାୟଣ ରାଣେ । ରାଷ୍ଟ୍ରପତି ଭବନରେ ଚାଲି ଶପଥ ଗ୍ରହଣ ଉତ୍ସବ ।