ଆଜି ୪୩ଜଣ ମନ୍ତ୍ରୀ ନେବେ ଶପଥ
ନୂଆଦିଲ୍ଲୀ: ଆଜି ମୋଦିଙ୍କ ଟମ୍ର ୪୩ଜଣ ମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ସଂଦ୍ଧା ୬ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରପତିଙ୍କ ଅଫିସରୁ ସୂଚନା ମିଳିଛି । ତେବେ ମନ୍ତ୍ରୀ ମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ!-->…
