ଶକ୍ତିଶାଳୀ ଓଡିଶା ଗଠନ କରାଯିବ: ମନମୋହନ
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମୌଳିକ ସମସ୍ୟାର ସମାଧାନ କରାଯିବ । ସରକାର ପଛରେ ଦଳ ଖୁଣ୍ଟ ଭଳି ଛିଡା ହେବ । ଲୋକଙ୍କ ସବୁ ସମସ୍ୟାର ସମାଧାନ କରାଯିବ । ଗୁଜୁରାଟ ମଡେଲରେ ଦଳକୁ ଶକ୍ତିଶାଳୀ କରାଯିବ । ୨୦୩୬ ଯାଏଁ!-->…
