ମହାମାରୀରେ ଖାଦ୍ୟ ସାମଗ୍ରୀ ଉପରେ ମହଙ୍ଗା ମାଡ଼
ଭୁବନେଶ୍ୱର: ଗୋଟିଏ ପଟେ କରୋନା, ଅନ୍ୟପଟେ ମହଙ୍ଗା ମାଡ଼ । ଆକାଶ ଛୁଇଁଛି ଖାଦ୍ୟ ଦର । ଗୋଟିଏ ଓଳି ଖାଇବା ପାଇଁ ସଂଘର୍ଷ କରୁଛି ଗରିବ । ମହାମାରୀ ଯୋଗୁ ଜୀବିକା ଯାଇଛି । ଗରିବ ଆହୁରି ଗରିବ ହୋଇଯାଇଛି । ଆୟ ନ ଥିବାରୁ ଭୋକରେ ଆଉଟୁ ପାଉଟୁ ହେବା ଛଡ଼ା ଉପାୟ ନାହିଁ । ସମଗ୍ର ବିଶ୍ୱରେ!-->…
