ଓଡ଼ିଶା ଆସିବ କେନ୍ଦ୍ରୀୟ କୋଭିଡ୍ ଟିମ୍
ଭୁବନେଶ୍ୱର: ଦେଶରେ ତଳମୁହାଁ କରୋନା ମିଟର । ତେବେ ମୃତ୍ୟୁରେ ଲାଗୁନି ବ୍ରେକ । ସେପଟେ ସ୍ଥିତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ କେନ୍ଦ୍ରୀୟ କୋଭିଡ୍ ଟିମ୍ । କୋଭିଡ୍ ନିୟନ୍ତ୍ରଣ ଓ କଣ୍ଟେନମେଣ୍ଟ ଜୋନ୍ ଅନୁଧ୍ୟାନ ପାଇଁ ଏହି ଟିମ୍ ଆସିବେ । ତେବେ ଓଡ଼ିଶା ସହ କେରଳ,ଅରୁଣାଞ୍ଚଳ ପ୍ରଦେଶ,!-->…
