Odia News Portal
Browsing Tag

swadhikar

୨୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଆସନ୍ତା ୨୪ ଘଂଟା ମଧ୍ୟରେ ୫ ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନୟାଗଡ , କଟକ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ…

ରାଜ୍ୟରେ ୪୬ ମୁଣ୍ଡନେଲା ମହାମରୀ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୪୦ ଉପରେ ରହୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୬ ଆକ୍ରାନ୍ତଙ୍କ ପ୍ରାଣନେଇଛି ମହାମାରୀ । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ…

କୃଷକଙ୍କ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ…

ପ୍ରଥମେଶ ମିଶ୍ର ହେଲେ ଆରସିବିର ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ନୂଆ ଚେୟାରମ୍ୟାନ ହୋଇଛନ୍ତି ପ୍ରଥମେଶ ମିଶ୍ର । ଆଜି ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଜି ଡିଆଗୋ ବରିଷ୍ଠ ଅଧିକାରୀ ପ୍ରତମେଶ ମିଶ୍ରଙ୍କୁ…

ଝରକା ଭାଙ୍ଗି ନାବାଳିକାଙ୍କୁ ଘରୁ ଉଠାନେଲେ, ୫ଜଣ ମିଶି ଦୁଷ୍କର୍ମ କରିବା ପରେ ହତ୍ୟା କରି ଫୋପାଡି ଦେଲେ…

ପାଟନା: କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟୁଛି ନରରାକ୍ଷସ । ଦେହଲୋଭି ମଣିଷଙ୍କ ଉନ୍ମୁକ୍ତକାଣ୍ଡ । ବିହାରର ହାଜିପୁର ଅଞ୍ଚଳରୁ ଆସିଛି ଏକ ଲଜ୍ଜାଜନକ ଖବର । ୫ଜଣ ଯୁବକ ମିଶି ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ । ଦୁଷ୍କର୍ମ କରିବା…

ପୋଲିସ-ମାଓବାଦୀ ଗୁଳି ବିନିମୟରେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ଜବାନମାନେ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି…

ଗୋଇଠା ମାରିଲେ, ନିଲମ୍ବିତ ହେଲେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କେସୁରା ଛକରେ ଓମଫେଡରେ ନାବାଳକଙ୍କୁ ମାଡ଼ ମାରିବା ଘଟଣା । ଗୋଇଠା ମାରିଥିବା ହୋମଗାର୍ଡ଼ ଏ.କେ. ବିଶ୍ୱାଳଙ୍କୁ ନିଲମ୍ବିତ କରିଛନ୍ତି ଡିସିପି ଉମାକାନ୍ତ । ସସପେଣ୍ଡ ହୋଇଥିବା ହୋମଗାର୍ଡ ୨୯ ନମ୍ବର ପିସିଆ ଭ୍ୟାନରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ…

ପୁଣି ବଢ଼ିଲା ଏପିଜି ଗ୍ୟାସର ଦର

ନୂଆଦିଲ୍ଲୀ: ଜୁଲାଇ ପହିଲା ଅର୍ଥାତ୍ ଆଜି ଠାରୁ ଘରୋଇ ରନ୍ଧନ ଗ୍ୟାସ୍ ବା 'ଲିକ୍ବିଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍' (ଏଲ୍ପିଜି) ସିଲିଣ୍ଡର୍ ପିଛା ଟ. ୨୫.୫୦ ବୃଦ୍ଧି ପାଇଛି। ନୂତନ ମୂଲ୍ୟ ଅନୁସାରେ, ଏବେ ଦିଲ୍ଲୀ ଓ ମୁମ୍ବାଇରେ ୧୪.୨ କି.ଗ୍ରା. ଓଜନବିଶିଷ୍ଟ ସିଲିଣ୍ଡର୍ର ମୂଲ୍ୟ ଟ. ୮୩୪.୫୦।…

ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍‌

ଭୁବନେଶ୍ୱର: ଓଡ଼ିଶା ଆସିଲା ଇକମୋ ମେସିନ୍ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା…

ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ଲେଖା

ଭୁବନେଶ୍ୱର: ନିଜର ସମ୍ପାଦକୀୟ ଲେଖା ଲାଗି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । କୋଭିଡ ମୃତ୍ୟୁକୁ ନେଇ ନିଜର ସମ୍ପାଦକୀୟରେ ସ୍ଥାନ ଦେଇଥିବା ସୌମ୍ୟଙ୍କ ଲେଖାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହେଲାଣି । ଦୈନିକ ସମ୍ବାଦରେ ସୌମ୍ୟଙ୍କ…