ବଡ଼ ଦିନ ପାଇଁ ଚଳଚଞ୍ଚଳ କନ୍ଧମାଳ, ଚର୍ଚ୍ଚ ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ରାତି ପାହିଲେ ବଡ଼ ଦିନ । ଆଜି ମଧ୍ୟ ରାତିରେ ଧରାବତରଣ କରିବେ ପ୍ରଭୁ ଯୀଶୁ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି କନ୍ଧମାଳ ସହର । ଚିକମିକ୍ ଲାଇଟରେ ସଜେଇ ହେଉଛି ଚର୍ଚ୍ଚ । ବଡ ଦିନକୁ ଧୁମଧାମରେ ପାଳିବାକୁ ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କନ୍ଧମାଳ ଜିଲ୍ଲାର…
