ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
ରାଜ୍ୟରେ ଅସମ୍ଭାଳ ଖରା । ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ସେହିଭଳି ଟିଟିଲାଗଡ଼ରେ ୪୦ ଡିଗ୍ରୀ ପାରଦ ରହଥିଲା । ରାଜ୍ୟର ଅଧିକାଂଶ ସହରର ପାରଦ ୩୮ ଉପରେ ରହିଛି । ଆସନ୍ତା ତିନି…
