ଦଶପଲ୍ଲା ଥାନା ପିଙ୍କି ଛକରେ ସିରିଜ୍ ଚୋରି
ଦଶପଲ୍ଲା ଥାନା ପିଙ୍କି ଛକ ସ୍ଥିତ ୧୫ନମ୍ବର ଗଳିରେ ସିରିଜ୍ ଚୋରି ହୋଇଛି। ଘରର ଝରକା ତାଡ଼ି ଘରେ ପଶି କଳାକନା ବୁଲାଇଛନ୍ତି ମୁଖାପିନ୍ଧା ୨ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ରାମଚନ୍ଦ୍ର ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ମିଶ୍ର ଏବଂ ପ୍ରଦୀପ କୁମାର ଦାସଙ୍କ ଘର ତାଲା ଭାଙ୍ଗି ଘରୁ କଳା କନା…
