ବିଜେଡି ନେତାଙ୍କ ବନ୍ଧୁମିଳନକୁ ନେଇ ହଟଚମଟ: ଏକାଠି ହେଲେ ୪୦ରୁ ଅଧିକ ପୂର୍ବତନ ବିଧାୟକ
ବିଜେଡିର ୪୦ରୁ ଅଧିକ ନେତା ଆଜି ଚନ୍ଦକାରେ ଏକାଠି ହୋଇଥିଲେ। ଏହି ନେତାମାନେ ସମସ୍ତେ ପୂର୍ବତନ ବିଧାୟକ କିମ୍ବା ଗତ ନିର୍ବାଚନରେ ବିଜେଡି ଟିକେଟ୍ ପାଇ ପରାଜୟ ବରଣ କରିଥିବା ପ୍ରାର୍ଥୀ। ଏହାକୁ ସେମାନେ ବଣଭୋଜି ଓ ବନ୍ଧୁମିଳନ ବୋଲି ଆଖ୍ୟା ଦେଇଥିଲେ ବି ଏହାକୁ ନେଇ ଦଳ ଭିତରେ ହଟଚମଟ…
