ସାଇବର୍ ଠକେଇ ନେଟ୍ୱର୍କ: ଦିଲ୍ଲୀରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଛି, ମୁଖ୍ୟ ଏଜେଣ୍ଟ୍ ସମେତ ୪ ଗିରଫ
ଦିଲ୍ଲୀରୁଗଞ୍ଜାମଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିଲା ସାଇବର୍ ଠକେଇର ଏକ ବଡ଼ ଧରଣର ନେଟ୍ୱର୍କ। ଦିଲ୍ଲୀରୁ ମାଷ୍ଟରମାଇଣ୍ଡ୍ ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ନେଟ୍ୱର୍କକୁ ଚଳାଇଥିବା ବେଳେ ଏଥିପାଇଁ ମୁଖ୍ୟ ଏଜେଣ୍ଟ୍କୁ ବି ନିଯୁକ୍ତି ଦେଇଥିଲା। ମଧ୍ୟସ୍ଥିଙ୍କ ମାଧ୍ୟମରେ…
