କ୍ୟାବିନେଟରେ ଆଲୋଚନା : ଏଣିକି ଶସ୍ତାରେ ବାଲି ପାଇବେ ଲୋକେ
ଏଥର ଶସ୍ତାରେ ବାଲି ପାଇବେ ଲୋକ। ସାଧାରଣ ଲୋକ ସହଜ ଓ ଶସ୍ତାରେ ବାଲି ପାଇଲେ ଖଣ୍ଡେ ଘର ବନେଇ ପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିବା ଲୋକଙ୍କୁ ପରମିଟ୍ ଇସୁ ହେବ । ସେମାନେ ବିନା ମୂଲ୍ୟରେ ଦୁଇ ଟ୍ରାକ୍ଟର ବାଲି ଆଣିପାରିବେ। ବାଲି ଖର୍ଚ୍ଚରୁ କିଛି ମାତ୍ରାରେ ମୁକ୍ତି!-->…
