ସିକ୍କିମ୍ ଦୁର୍ଘଟଣାରେ ଉଦ୍ଧାର ହୋଇଛି ୪ ମୃତଦେହ, ଡିଏନଏ ଟେଷ୍ଟ ପରେ ଜଣାପଡ଼ିବ ପରିଚୟ
ସିକ୍ମିମର ତିସ୍ତା ନଦୀକୁ ବସ୍ ଖସି ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ୪ ଜଣ ନିଖୋଜ ଘଟଣାରେ ମିଳିଛି ୪ ଜଣଙ୍କ ମୃତଦେହ । କିନ୍ତୁ ମୃତଦେହ ଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନିବା କଷ୍ଟକର ହେଉଛି । ଡିଏନଏ ଟେଷ୍ଟ ପରେ ମୃତଦେହ ଚିହ୍ନଟ ହୋଇପାରିବ ବୋଲି କୁହାଯାଇଛି!-->…
