ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି: ଈରାଶିଷ ଆଚାର୍ଯ୍ୟ
ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଆଲୋଚନାକୁ ଆସିବାକୁ ଚାହୁଁନାହାନ୍ତି। ସେମାନଙ୍କ ପୋଲ ଖୋଲିଯିବ ବୋଲି ସେମାନେ ଗୃହ ଚଳାଇ ଦେଉନାହାନ୍ତି। ଆଜି ସୁଯୋଗ ଥିଲା ସାର ଅଭାବ…
