ପାକିସ୍ତାନୀ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଓଡ଼ିଶା ଲିଙ୍କ୍, ପୁରୀ ଯୁବତୀଙ୍କୁ IBର ପଚରାଉଚରା
ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀ ଯୁବତୀଙ୍କ ଲିଙ୍କ୍ ଘଟଣା । ପୁରୀରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଜେରା ।ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କ କ'ଣ ସମ୍ପର୍କ ରହିଛି ସେନେଇ ଖୋଳତାଡ ହୋଇଛି!-->…
