ସୁନ୍ଦରଗଡରେ କଳାହୀରା ଚୋରି ଘଟଣା ; ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କଲେ ଖଣି ନିର୍ଦ୍ଦେଶକ
କଳା ହୀରାର କଳା ସାମ୍ରାଜ୍ୟ । ତେଲେନଡିହି ପରେ ରତନସରାରେ ବି ଚଢ଼ାଉ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳ, ହେମଗିରି ତହସିଲଦାର ଓ ସ୍ଥାନୀୟ ପୋଲିସର ମିଳିତ ଚଢ଼ାଉ । କନକ ନ୍ୟୁଜ୍ରେ ଅପରେସନ୍ କଳାହୀରା ଖବର ପ୍ରସାରଣ ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ଆଜି କନକ!-->…
