ଅସୁରକ୍ଷିତ ଶିକ୍ଷାନୁଷ୍ଠାନ, ଲମ୍ବିଛି ଅଧ୍ୟାପକଙ୍କ ନାଁରେ ନିର୍ଯାତନାର ଲମ୍ବା ତାଲିକା
ବାଲେଶ୍ବର ଘଟଣା ପରେ ଏବେ ସାମ୍ନାକୁ ଆସୁଛି ଅଧ୍ୟାପକଙ୍କ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଖବର । କେବଳ ବାଲେଶ୍ବର ଫକୀର ମୋହନ କଲେଜ ନୁହେଁ ପୂର୍ବରୁ ରାଜଧାନୀରୁ ଆରମ୍ଭ କରି ବୁର୍ଲା ପର୍ଯ୍ୟନ୍ତ ଛାତ୍ରୀ ନିର୍ଯାତନା ନେଇ ଅଭିଯୋଗ ଆସିଛି । ବଡ଼କଥା ହେଉଛି ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟର!-->…
