ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରୁଛି ୟୁଜିସିର ୪ ଜଣିଆ ଟିମ୍
ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କଲେଜରେ ପହଞ୍ଚିଛି ୟୁଜିସିର ୪ ଜଣିଆ ଟିମ୍। ଏହି ଟିମ୍ର ସଦସ୍ୟମାନେ ଫକୀରମୋହନ କଲେଜର ନୂଆ ଅଧ୍ୟକ୍ଷ ଓ ଆଇସିସିଙ୍କୁ ଜେରା କରୁଥିବା ଜଣାଯାଇଛି।
ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ!-->!-->!-->…
