ଓଡ଼ିଶାକୁ ମିଳିଲା ନୂଆ ରାଜ୍ୟ ନିର୍ବାଚନ କମିଶନର,ଦାୟିତ୍ବ ନେଲେ ବରିଷ୍ଠ IAS ମଧୁସୂଦନ ପାଢୀ
ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ବ ନେଇଛନ୍ତି ବରିଷ୍ଠ IAS ମଧୁସୂଦନ ପାଢୀ । ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପାଢୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ୨ ବର୍ଷର ଅବସର ପରେ ଏବେଠୁ ଦାୟିତ୍ବ ତୁଲାଇବେ ମଧୁସୂଦନ ପାଢୀ ।
ଭୋଟର ମାନେ କିଭଳି ଅଧିକ!-->!-->!-->…
