ପ୍ରଭାବଶାଳୀ ଲୋକ ଓ ସଂସ୍ଥାକୁ କେମିତି ଫସାଉଥିଲା କର୍ପୋରେଟ ଦଲାଲ ହଂସିତା ; ସାମ୍ନାକୁ ଆସିଲା ତଥ୍ୟ
ସାମ୍ନାକୁ ଆସିଛି ବଡ଼ କମ୍ପାନୀ, ପ୍ରଭାବଶାଳୀ ଲୋକଙ୍କୁ ଚୁନ ଲଗାଉଥିଲା କର୍ପୋରେଟ ଦଲାଲ ହଂସିତା । ଆଉ ହଂସିତାର ମାୟାଜାଲରେ ପଡ଼ି ପ୍ରଭାବଶାଳୀ ବ୍ୟକ୍ତି ଓ ବଡ଼ କମ୍ପାନି ଠକାମିର ଶିକାର ହେଉଥିଲେ । ଝାଡଖଣ୍ଡରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର । ଝାଡ଼ଖଣ୍ଡର ଟ୍ରେଡିଂ କମ୍ପାନି ବୋକାରୋକୁ!-->…
