ପୁରୀ ବିଜେଡି ବିଧାୟକଙ୍କ ବିସ୍ଫୋରକ ବୟାନ
ପୁଣି ବିଜେଡିରେ ବିସ୍ଫୋରଣ । କିଛି ଦିନ ତଳେ ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲାର କିଛି ନେତାଙ୍କୁ ନେଇ ବୈଠକ ବସିଥିଲା । ଆଉ ଆଜି ଏହି ବୈଠକକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି । ସିଧା ସିଧା ଦଳୀୟ ନେତାଙ୍କୁ ଟାର୍ଗେଟ୍ କରିବା ସହିତ କହିଛନ୍ତି,!-->…
