କେଉଁଠୁ ପେଟ୍ରୋଲ ଆଣିଲେ ଏଫଏମ କଲେଜ ପୀଡ଼ିତା
FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ଼। ନିଜେ ପେଟ୍ରୋଲ ଆଣିଥିଲେ ଛାତ୍ରୀ, ନା ଆଉ କିଏ ଆଣି ଦେଇଥିଲେ ? ଏ ଦିଗରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଥିବା ସୂଚନା ମିଳିଛି। କଲେଜ ନିକଟ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚ ତନାଘନା କରିଛି।
ସିସିଟିଭି ହାର୍ଡଡିସ୍କ ଜବତ!-->!-->!-->…
