ପୃଥିବୀ ଫେରିଲେ ଶୁଭାଂଶୁ ଶୁକ୍ଲା
ପୃଥିବୀ ଫେରିଲେ ଶୁଭାଂଶୁ ଶୁକ୍ଲା। ମହାକାଶରେ ୧୮ ଦିନ ରହିବା ପରେ ଫେରିଲେ ଶୁଭାଂଶୁଙ୍କ ସହ ୪ ମହାକାଶଚାରୀ।ଅପରାହ୍ନ ୩ଟାରେ ପ୍ରଶାନ୍ତ ମହାସାଗରର କାର୍ଲିଫର୍ଣ୍ଣିଆ ଉପକୂଳରେ ସ୍ପେସ୍ ଡ୍ରାଗନ୍ କଲା ସଫଳ ଅବତରଣ। ପ୍ରାୟ ୨୩ ଘଣ୍ଟାର ଯାତ୍ରା ପରେ ସେମାନଙ୍କ ଡ୍ରାଗନ୍ ସ୍ପେସ୍କ୍ରାଫ୍ଟ!-->…
