ହୀରାକୁଦକୁ ଆସିବ ପର୍ଯ୍ୟଟନ ସମ୍ଭାର; ପର୍ଯ୍ୟଟକ ପାଇବେ ସ୍କୁବା ଡାଇଭିଂ, ପାରାଗ୍ଲାଇଡିଂ, ପାରା ସେଲିଂର ମଜା
ହୀରାକୁଦକୁ ପର୍ଯ୍ୟଟକଙ୍କ ଦୃଷ୍ଟିକୁ ଅଧିକରୁ ଅଧିକ ଆଣିବାକୁ ’ଏରାଇଭାଲ୍ ପ୍ଲାଜା ପ୍ରୋଜେକ୍ଟ’ ପାଇଁ ବିଚାର କରିଛନ୍ତି ସରକାର । ଏଥିପାଇଁ ଦୁଇଟି ପ୍ରକଳ୍ପ ପାଇଁ ଟେଣ୍ଡର ଡାକରା ହୋଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଫଳରେ ହୀରାକୁଦ ପର୍ଯ୍ୟଟକ ପାଇଁ ଅପାର ସମ୍ଭାର ଆଣିବ ବୋଲି!-->…
