ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ ଓରାମ
ସୁନ୍ଦରଗଡ଼ରେ ରହିଛି ୧୩ରୁ ଅଧିକ ପର୍ଯ୍ୟଟନସ୍ଥଳ। ହେଲେ ଆଜି ପର୍ଯ୍ୟନ୍ତ ବିକାଶ ଦେଖିଛି ମାତ୍ର ୩/୪ଟି ପର୍ଯ୍ୟଟନସ୍ଥଳ। ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ଏସବୁସ୍ଥଳକୁ ଆଦୌ ପର୍ଯ୍ୟଟନ ବିଭାଗ ଗୁରୁତ୍ବ ଦେଇନି। ଗତ ସରକାର ସମୟରେ ବେଦବ୍ୟାସ, ଖଣ୍ଡାଧାର, ପିତାମହଲ ଡ୍ୟାମ୍!-->…
