ଭୋପାଳ ଜଙ୍ଗଲରୁ ଜବତ ହେଲା ବିପୁଳ ମାତ୍ରାରେ ସୁନା
ଭୋପାଳ ଜଙ୍ଗଲରୁ ଜବତ ହେଲା ବିପୁଳ ମାତ୍ରାରେ ସୁନା । ମୋଟ ୫୨ କେଜି ସୁନା ଜବତ କରିଛି ଆୟକର ବିଭାଗ । ପୁଲିସ ଓ ଆୟକର ବିଭାଗ ଚଢ଼ାଉ କରି ଏହି ସୁନା ଜବତ କରିଛି । ଜବତ ସୁନାର ମୂଲ୍ୟ ସାଢ଼େ ୪୦ କୋଟି ହେବ ବୋଲି ଆକଳନ କରାଯାଉଛି । ଏକ କାର୍ରେ ଏହି ସୁନା ଗଚ୍ଛିତ ରଖାଯାଇଥିଲା ।!-->…
