Odia News Portal
Browsing Tag

swadhikar

ଆଜି ରାଜ୍ୟ କ୍ୟାବିନେଟ୍‌: ୮ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। କ୍ୟାବିେନେଟ୍‌ରେ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପଞ୍ଚାୟତିରାଜ, ନଗର ଉନ୍ନୟନ,

 ବିଏସଏଫ ଯବାନଙ୍କୁ ଛାଡିଲା ପାକିସ୍ତାନ

ବିଏସଏଫ ଯବାନଙ୍କୁ ଛାଡିଲା ପାକିସ୍ତାନ । ଅଟ୍ଟାରୀ- ୱାଘା ସୀମା ଦେଇ ଭାରତ ଫେରିଲେ । ପାଖାପାଖି ୨୦ ଦିନ ପରେ ଫେରିଲେ ପୂର୍ଣ୍ଣମ କୁମାର । ଭୁଲରେ ପାକିସ୍ତାନ ସୀମାକୁ ପଳାଇଥିଲେ ଯବାନ ।  ଅଧିକାରୀମାନେ କହିଛନ୍ତି ଯେ, ୨୩ ଏପ୍ରିଲରେ ଅସାବଧାନତା ବଶତଃ ଅନ୍ତର୍ଜାତୀୟ ସୀମା ପାର କରିବା ପରେ

ରାଜଧାନୀରେ ‘ପରାକ୍ରମ ଶୋଭାଯାତ୍ରା’, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସାରା ଦେଶ ଆଜି ପାଳୁଛି ସିନ୍ଦୂର ଅପରେସନ୍ ର ସଫଳତାକୁ ନେଇ ତ୍ରିରଙ୍ଗା ଯାତ୍ରା। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିସେନାଙ୍କୁ ସମ୍ମାନ ଜଣାଇବା ଲାଗି ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜିତ ହୋଇଛି। ଏଥିଲାଗି ରାଜଧାନୀ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ‘ପରାକ୍ରମ

ପାକିସ୍ତାନର ଡାହା ମିଛ;ପରମାଣୁ ସଂରକ୍ଷଣ ଏୟାରବେସ୍‌କୁ ନେଇ ସୋସିଆଲ୍‌ ମିଡ଼ିଆରେ କରୁଛି ମିଛ ପ୍ରଚାର

ଅସ୍ତ୍ରବିରତି ପରେ ପାକସ୍ତାନର କରୁଛି ମିଛ ପ୍ରଚାର । ପାକ୍‌ର ସେନାଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଭାରତର ଗତିବିଧି ଜାଣିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ହେଉ ବା ଭାରତୀୟ ସେନାର ପ୍ରେସ୍‌ ବ୍ରିପିଂ ଏସବୁକୁ ନେଇ ପାକିସ୍ତାନ ସୋସିଆଲ ମିଡ଼ିଆରେ ବେଶ୍‌

ସେନା ଗୁଳିରେ ଟଳିଲେ ୪ ଆତଙ୍କୀ

ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ ୪ ଆତଙ୍କବାଦୀ । ଯାହା ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପ୍ରଥମେ ଜଣେ ନିହତ

୩ ଆତଙ୍କୀଙ୍କ ପୋଷ୍ଟର ରିଲିଜ କଲା ସୁରକ୍ଷା ଏଜେନ୍ସି

୩ ଆତଙ୍କୀଙ୍କ ପୋଷ୍ଟର ରିଲିଜ କଲା ସୁରକ୍ଷା ଏଜେନ୍ସି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଆତଙ୍କ ମୁକ୍ତ କାଶ୍ମୀର’ ଲେଖା ହୋଇ ୩ ଆତଙ୍କୀଙ୍କ ଫଟୋ ସହ ଏହି ପୋଷ୍ଟର ରିଲିଜ ହୋଇଛି । ଏହି ଆତଙ୍କୀଙ୍କ ବିଷୟରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ଆର୍ଥିକ ରାଶି ଦେବାକୁ

ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର୍‌ରେ ଜଣେ ଲସ୍କର ଆତଙ୍କୀ ସଫା

ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଜିନପଥର କେଲର ସୋପିଆନାର ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ହୋଇଥିବା ଏନ୍‌କାଉଣ୍ଟ୍‌ରରେ ଲସ୍କର-ଏ-ତୈବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ସୂତ୍ର ଅନୁଯାୟୀ, ଜଣେ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଲସ୍କର ଆତଙ୍କବାଦୀ ଫସି

ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ, ପାସ୍‌ ହାର ୮୮.୩୯ ପ୍ରତିଶତ

ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ - cbseresults.nic.in ଏବଂ results.cbse.nic.in କୁ ଯାଇ

ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ବାର୍ତ୍ତା: ଏଣିକି ପିଓକେ ସମ୍ପର୍କରେ କଥାବାର୍ତ୍ତା

ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ସେ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ଏଣିକି ପାକିସ୍ତାନ ସହ ଯଦି କଥାବାର୍ତ୍ତା ହେବ, ତା’ହେଲେ କେବଳ ଆତଙ୍କବାଦ

ସୁରକ୍ଷା ଦାବିରେ ରାଜଧାନୀରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ

ରାଜଧାନୀରେ ଆମ ବସ୍ ସେବା ଠପ୍। ମାଷ୍ଟରକ୍ୟାଣ୍ଟିନରେ ବସ୍ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର୍ ଓ କଣ୍ଡକ୍ଟର୍। ସୁରକ୍ଷା ଦାବିରେ ସେମାନେ ଆନ୍ଦୋଳନ କରୁଥିବା ଜଣାଯାଇଛି। ବିନା କାରଣରେ ଆମ ବସ୍ ର ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ