Odia News Portal
Browsing Tag

swadhikar

ରାଜଧାନୀ ରାଜରାସ୍ତାରେ ଆତଙ୍କରାଜ ; ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଲେ

ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ବରର ଦୁଇ ଦୁଇଟି ସ୍ଥାନରେ ଆତଙ୍କ ରଚିଲେ ଦୁର୍ବୃତ୍ତ । ଶିଶୁଭବନ ଛକରେ ଗୋଟିଏ ଗୋଷ୍ଠୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣିଥିବା ବେଳେ ଗଭର୍ଣ୍ଣର ହାଉସ ଛକ ନିକଟରେ ଆଉ ଜଣଙ୍କୁ ହାଣିଛନ୍ତି । ଶିଶୁଭବନ ଟ୍ରାଫିକ ଛକରେ ଟ୍ୟାକ୍ସି ଗାଡ଼ି ନମ୍ବର ଥିବା ଏକ

ରୋହିତଙ୍କ ପରେ ଟେଷ୍ଟ୍ କ୍ରିକେଟକୁ ବାଏ ବାଏ କହିଲେ କିଙ୍ଗ୍ କୋହଲି

ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଲେ କିଙ୍ଗ୍ କୋହଲି । ରୋହିତ ଶର୍ମାଙ୍କ ପରେ ଅବସର ଘୋଷଣା କଲେ ବିରାଟ । ୩୬ ବର୍ଷୀୟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାର

ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍‌ ଭେଇକିଲ୍‌‌

ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ ଭେଇକିଲ । ଡିଜିପି ଓ୍ବାଇ ବି ଖୁରାନିଆଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ସମ୍ମୁଖରେ ସୁରକ୍ଷା ପାଇଁ ଆର୍ମଡ ଭେଇକିଲ ମୁତୟନ ହୋଇଛି । ସମସ୍ତ ସୁରକ୍ଷା ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି ନିଜେ ଡିଜିପି। ବିଶେଷକରି ଯଦି କୌଣସି ଆତଙ୍କବାଦୀ ଆକ୍ରମଣ

ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ

ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି, ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ। କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଥବା ଜଷ୍ଟିସ ଶ୍ରୀପଦ, ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନବ ନିଯୁକ୍ତ ବିଚାରପତି ଜଷ୍ଟିସ

ପୁରୀରେ ପୁଲିସ ଡିଜି ୱାଇ ବି ଖୁରାନିଆ ; ରଥଯାତ୍ରା ସୁରକ୍ଷା ନେଇ କରିବେ ଆଲୋଚନା

ରଥଯାତ୍ରା ପାଇଁ ପ୍ରସ୍ତୁତି,ପୁରୀରେ ବଢିଲା ସୁରକ୍ଷା ବ୍ୟବସ୍ଥା। ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିରର ଉଭୟ ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି । ତାଙ୍କ ସହିତ

ପାକିସ୍ତାନରେ ୪.୬ ତୀବ୍ରତାର ଭୂମିକମ୍ପ

ସୋମବାର ପାକିସ୍ତାନରେ ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏନସିଏସ ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା, ଯାହା ଫଳରେ ଏହା ପରବର୍ତ୍ତୀ ଝଟକା ପାଇଁ

ଦୋକାନରେ ଏକାସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ

 ବାଲେଶ୍ବର ମେରାଇନ୍ ଥାନା ବଳରାମଗଡ଼ିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଠାରେ ଏକ ଦୋକାନରେ ଏକସାଙ୍ଗେ ୮ଟି ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଛି। ସକାଳ ୬ଟା ବେଳେ ଏଭଳି ଘଟଣା ଘଟିଛି।  ବଳରାମଗଡ଼ିରେ ଏକ ଅଣଲାଇସେନସ୍ ପ୍ରାପ୍ତ ସିଲିଣ୍ଡର ବ୍ୟବସାୟୀଙ୍କ ଦେକାନରେ

ଶିମିଳିପାଳକୁ ସୁରକ୍ଷା ଦେବେ ନାନ୍ତା, ଅନ୍ନିକା: ସ୍କ୍ବାଡ୍‌ରେ ସାମିଲ ହେଲେ ୨ସ୍ନିଫର୍‌ ଡଗ୍‌

ଶିମିଳିପାଳ ଟାଇଗର୍‌ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍‌ ଡଗ୍ ନାନ୍ତା (ଅଣ୍ଡିରା) ଓ ଅନ୍ନିକା (ମାଈ)। ବେଲଜିଆନ୍‌ ମାଲିନୋଇସ୍ ପ୍ରଜାତିର ଏହି କୁକୁର ଦୁଇଟି ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି ଶିମିଳିପାଳକୁ ଆସିଛନ୍ତି। ନାନ୍ତାକୁ

ସେନାକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ; ପାକିସ୍ତାନ ଗୁଳି ଫୁଟାଇଲେ, ଭାରତ ଗୋଳା ମାଡ଼ କରିବ

ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ବୈଠକ ଶେଷ । ସେନାକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ପାକିସ୍ତାନ ଯୁଦ୍ଧ ବିରାମ ଭାଙ୍ଗିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ପାକିସ୍ତାନ ଗୁଳି ଫୁଟାଇଲେ, ଭାରତ ଗୋଳା ମାଡ଼ କରିବ । ପ୍ରତିଆକ୍ରମଣ ପାଇଁ ୱେଷ୍ଟର୍ଣ୍ଣ ବର୍ଡର

କାଶ୍ମୀର ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ମୋଦୀ

ଆମେରିକା ଉପରାଷ୍ଟ୍ରପତି ଭାନ୍ସ ଙ୍କୁ ରୋକ ଠୋକ ଶୁଣାଇଲେ ମୋଦୀ l ସମାରିକ ଲକ୍ଷ ପୂରଣ ହୋଇଛି ବୋଲି କହିଲେ ମୋଦୀ l pok ବ୍ୟତୀତ ଅନ୍ୟ କଥା ନାହିଁ l ଆମେ କାହାର ମଧ୍ୟସ୍ଥତା ଚାହୁଁନାହୁଁ l ଅନ୍ୟ କୌଣସି ପ୍ରସଙ୍ଗ ରେ ଆଲୋଚନା କରିବୁନୁ l