ଅପରେସନ ସିନ୍ଦୁରର ଲକ୍ଷ୍ୟ ପୂରଣ ହୋଇଛି, କିନ୍ତୁ ଅପରେସନ ଏବେ ବି ଜାରି ରହିଛି : ବାୟୁସେନା
ପାକିସ୍ତାନ ସହିତ ଯୁଦ୍ଧବିରତି ପରେ, ଭାରତୀୟ ବାୟୁସେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ବାୟୁସେନା କହିଛି ଯେ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଆଇଏଏଫ୍ କହିଛି ଯେ ଆମେ ଏହି ଅପରେସନର ଉଦ୍ଦେଶ୍ୟ ପୂରଣ କରିଛୁ ଏବଂ ଠିକ୍ ସମୟରେ ଏହା ବିଷୟରେ ବିସ୍ତୃତ ସୂଚନା ଦିଆଯିବ।
‘ଏକ୍ସ’ରେ!-->!-->!-->…
