Odia News Portal
Browsing Tag

swadhikar

ଶଙ୍କରାଚାର୍ଯ୍ୟଙ୍କ ବୟାନକୁ ନେଇ ଚର୍ଚ୍ଚା;କହିଲେ,କୁମ୍ଭ ପୂର୍ଣ୍ଣିମାରୁ ଶେଷ ହୋଇଛି ମହାକୁମ୍ଭ

ମହାକୁମ୍ଭକୁ ନେଇ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ବଡ଼ ବୟାନ । କହିଲେ,ପ୍ରକୃତ କୁମ୍ଭମେଳା କୁମ୍ଭ ପୂର୍ଣ୍ଣିମା ଦିନ ହିଁ ସମାପ୍ତ ହୋଇସାରିଛି । କୁମ୍ଭ କେବଳ ମାଘ ମାସରେ ହୁଏ ଯାହା ପୂର୍ଣ୍ଣିମାରେ ସମାପ୍ତ ହୁଏ । ଏବେ, ସେଠାରେ ଯାହା ଚାଲିଛି ତାହା ଏକ ସରକାରୀ

ପ୍ରସବ କଲେ ଆଉ ଜଣେ ୧୦ମ ଛାତ୍ରୀ

ମେଡିକାଲରେ ପ୍ରସବ କଲେ ଆଉ ଜଣେ ୧୦ମ ଛାତ୍ରୀ । ବରୀ ବ୍ଲକ ଅଞ୍ଚଳର ୧୦ମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବରୀ ମେଡିକାଲରୁ ଛାତ୍ରୀ ଜଣଙ୍କୁ ଯାଜପୁରକୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉ କି ଗତ କିଛି ଦିନ ତଳେ ମାଲକାନଗିରି ଜିଲ୍ଲାର

କେଭି ସିଂଦେଓଙ୍କ ବାସଭବନରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ 

ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବାସ ଭବନରେ ବସିଛି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ

ଆଜି ମହାଶିବରାତ୍ରୀ : ପୂଜାର୍ଚ୍ଚନା କଲେ ନେତାଙ୍କଠୁ ଅଭିନେତା ଓ ଜନତା

ଦେଶର ବିଭିନ୍ନ ଶୈବ ପୀଠ ଉପରେ ।ଆଜି ମହାଶିବରାତ୍ରୀ ।ଚଳଚଞ୍ଚଳ ଗାଁଠୁ ସହରର ସମସ୍ତ ଶୈବ ପୀଠ । ଦେଶର ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଶିବଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଆସ୍ଥା ଓ ବିଶ୍ବାର ଶିବରାତ୍ରୀରେ ଉପବାସ କରି ମାନସିକ ରଖିଲେ

ଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା : ମନ୍ଦିର ବିକାଶ ପାଇଁ ୧୦କୋଟି

ଆଜି ଜାଗର ପାଇଁ ସବୁ ଶୈବପୀଠ ଚଳଚଞ୍ଚଳ। ଦେବ ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ଆରଡ଼ି ଆଖଣ୍ଡଳମଣି ମନ୍ଦିରର ବିକାଶ ପାଇଁ

ମାର୍ଚ୍ଚ ୮ ଓ ୯ରେ ଏସ୍‌ଆଇ ପରୀକ୍ଷା

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ବୋର୍ଡ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ, ନିଯୁକ୍ତି ପରୀକ୍ଷା ୮ ଏବଂ ୯ ମାର୍ଚ୍ଚ, ୨୦୨୫ ରେ ଅନୁଷ୍ଠିତ ହେବ। ଏସ୍‌ଆଇ ରାଙ୍କ ଅଧୀନରେ ଅନ୍ୟାନ୍ୟ ପଦବୀ

ରାସନ କାର୍ଡ ବୟାନ ପରେ ତେଜିଲା ରାଜନୀତି

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ। ରାସନ୍ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ଆୟକର ଫାଇଲ କରୁଥିବା ବ୍ୟକ୍ତିଙ୍କର ରାସନ୍‌ କାର୍ଡ କଟିବନି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଲିଷ୍ଟ ସହ ଡୋର

ଓଡିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

୨୮ରେ ଓଡିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପୁରୀରେ ସ୍ୱାସ୍ଥ୍ୟ ବିଭାଗର କାଯ୍ୟକ୍ରମରେ ସାମିଲ ହେବେ । ସେଠାରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ

ଆସିଲା ପିଏମ କିଷାନ କିସ୍ତି ଟଙ୍କା

ଖାତାକୁ ଗଲା ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କା । ଚାଷୀଙ୍କୁ ଖାତାକୁ ଆସିଲା ଟଙ୍କା । ପିଏମ କିଷାନ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ।  ୧୯ ତମ କିସ୍ତି ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିଲା ୨ ହଜାର ଲେଖାଏଁ ଟଙ୍କା ।

ପଦ୍ମଶ୍ରୀ ବିବାଦ : ମାର୍ଚ୍ଚ ୧୮ରେ ଶୁଣାଣି

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା । କୋର୍ଟରେ ହାଜର ହେଲେନି ଅନ୍ତରଯ୍ୟାାମୀ ମିଶ୍ର । ୨୦୨୩ରେ ସାହିତ୍ୟ କ୍ଷେତ୍ରରେ ପାଇଥିଲେ ପୁରସ୍କାର । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସମୟ ମାଗିଲେ । ତଥ୍ୟ ରଖିବାକୁ ୪ ସପ୍ତାହର ସମୟ ମାଗିଲେ । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ରେ