Odia News Portal
Browsing Tag

swadhikar

ଟ୍ୱିନ ସିଟିକୁ ଜଗିବ ଏଆଇ

ଭୁବନେଶ୍ୱର ଓ କଟକରେ ଲାଗିବ ଏଆଇ କ୍ୟାମେରା । ଚିହ୍ନଟ ହେବେ ଅପରାଧି ଓ ଟ୍ରାଫିକ ଖିଲାପକାରୀ । ଟେକ୍ନୋଲୋଜି ମାଧ୍ୟମରେ ଅପରାଧ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂ କଡାକଡି ହେବ । ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି ଓ ସିକ୍ୟୁରିଟି ଗାର୍ଡ ମୁତୟନ

ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ: ମୋହନ ଚରଣ ମାଝୀ

 ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ। ଏଥିଲାଗି ମୁଁ ଉତ୍ତର ପ୍ରଦେଶ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରୁ ବହୁ ଲୋକ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ

ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ ଓ ବିଟିଏମ୍‌

ଚାଷୀଙ୍କ ଜମିରେ ଅଗଭୀର ନଳକୂପ ଖନନରେ ସବସିଡି କରାଇଦେବା ନାମରେ ୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ଉମରକୋଟ ସହକାରୀ କୃଷି ଅଧିକାରୀ ଓ ବିଟିଏମ୍‌। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଂସାରୀ ପଞ୍ଚାୟତର ଜାମପଦର ଗାଁର ଚାଷୀ ଲଖିଧର ମାଝୀ ନିଜ ଜମିରେ ସରକାରଙ୍କ

ପ୍ରୟାଗରାଜରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରୟାଗରାଜରୋ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସହ ପରିବର ସହ ସଙ୍ଗମରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ରହିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିର ଯାଇ ରାମଲାଲାଙ୍କୁ ଦର୍ଶନ କରିବେ । ପରେ ବାରଣାସୀ ଯିବେ

ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା’: ‘ସୁଭଦ୍ରା’ମାନେ ହେବେ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ

ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି ମେଳା’ ଆୟୋଜିତ ହୋଇଛି। ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରିବେ ସରକାର ସେଥିପାଇଁ ଉଦ୍ୟମ

ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ

ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ । ବିନା କାମରେ ସାଢ଼େ ୭ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିଛି । ସରପଞ୍ଚଙ୍କ ବଡ଼ପୁଅ ସତ୍ୟବ୍ରତ ବରାଳ ଓ ସାନପୁଅ ଉତ୍ତମ ବରାଳ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସରପଞ୍ଚ

ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି

ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କବାଡି ମହାକୁମ୍ଭ, କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବଢୁଛି କ୍ରେଜ୍

କଟକରେ କବାଡି କ୍ରେଜ୍ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି କବାଡି ମହାକୁମ୍ଭ । ଓଡ଼ିଶାକୁ ଚଳିତ ବର୍ଷ ୭୧ତମ ଜାତୀୟ ସିନିୟର ପୁରୁଷ କବାଡି ଚାମ୍ପିୟନଶିପ ଆୟୋଜନର ସୁଯୋଗ ମିଳିଛି । ତେଣୁ କଟକରେ ଦେଶର ପ୍ରାୟ ସବୁ ଅନ୍ତର୍ଜାତୀୟ କବାଡି ଷ୍ଟାରଙ୍କ ସହ ପ୍ରୋ-କବାଡି

୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା

ଟ୍ରାପ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲାକୁ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାଲେଶ୍ୱର ,

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ, ଯାତ୍ରୀ ସୁରକ୍ଷିତ

ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ। ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରଫାଷ୍ଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଇଞ୍ଜିନରେ ତ୍ରୁଟି ଯୋଗୁଁ ବାଲେଶ୍ବର ସବିରା ଷ୍ଟେସନରେ ଟ୍ରେନ ଅଟକି ରହିଛି। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଟ୍ରେନ ଠିକ୍ ହେବାକୁ