ଆସିଲା ବହୁ ଆକାଂକ୍ଷୀ ରାଜ୍ୟ ବଜେଟ୍; ମହିଳା, ଓଡ଼ିଆ ଅସ୍ମିତା, କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ
ଅପେକ୍ଷାର ଅନ୍ତ। ଆସିଲା ରାଜ୍ୟ ବଜେଟ୍। ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ଥର ମୋଟ୍ ବଜେଟ୍ ପରିମାଣ ୨.୯୦ ଲକ୍ଷ କୋଟି ରହିଛି। ଏଥର ବଜେଟ୍ ସମସ୍ତଙ୍କୁ ସୁହାଇଲା ଭଳି ହୋଇଛି। ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ!-->…
