ଫେବୃଆରୀ ୨୨ରୁ ମାର୍ଚ୍ଚ ୨ ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା
ସୁଭଦ୍ରା ଶକ୍ତି ମେଳା କରିବେ ନୂଆ ସରକାର । ୨୨ ଫେବୃଆରୀରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୁବନେଶ୍ବରରେ ପ୍ରଥମ ଥର ପାଇଁ ସୁଭଦ୍ରା ଶକ୍ତି ମେଳା ୨୦୨୫” ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳାରେ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍) ଏବଂ!-->…
