ପୁରୀ, ଭୁବନେଶ୍ୱର, କଟକକୁ ରିଂ ରୋଡ଼: ମନ୍ତ୍ରୀ
ପୁରୀ, ଭୁବନେଶ୍ୱର ଓ କଟକକୁ ରିଂ ରୋଡ଼ ନିର୍ମାଣ କରାଯିବ । ଯୋଜନା ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଉତ୍ତରାଧିକାରୀ ସୂତ୍ରରେ ବହୁ ସମସ୍ୟ ଆମକୁ ମିଳିଛି । ୨୪ ବର୍ଷ ଓ ୬ ମାସ ମଧ୍ୟରେ ଫରକ ଅଛି , ଦେଇଥିବା ପ୍ରତିଶୃତି ଆମେ ପାଳିବୁ ।!-->…
