ବିଷ୍ଣୁପଦଙ୍କ ଘର ଆଗରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଆଜି ସିବିଆଇରେ ହାଜର ହୋଇପାରନ୍ତି ବରିଷ୍ଠ ଆଇଏଏସ ଅଦିକାରୀ ବିଷ୍ଣୁପଦ ସେଠୀ । ସିବିଆଇ ଅଫିସ ଆଗରେ କଡ଼ା ପହରା ଥିବାସହ, ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିଷ୍ଣୁପଦଙ୍କ ଘର ସମ୍ମୁଖରେ ମଧ୍ୟ ପୋଲିସ ଛାଉଣୀ ଦେଖିବାକୁ ମିଳିଛି । ଏହି!-->…
